ତ୍ରିକ

ଉଇକିଅଭିଧାନ‌ରୁ

ତ୍ରିକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତ୍ରି+କ)[ସମ୍ପାଦନା]

୧. ମେରୁଦଣ୍ଡର ନିମ୍ନ ପ୍ରଦେଶ — ୧. The base of the spine.
୨. କଟି —୨. The loin.
୩. ତିନି ସଂଖ୍ୟା —୩. The number three.
୪. ତିନି ପଦାର୍ଥର ସମଷ୍ଟି — ୪. An aggregate of three.
୫. ତିଚ୍ଛକି; ତିମୁହାଣୀ — ୫. Meeting place of three roads.


୬. ତ୍ରିଫଳା; ହରିଡ଼ା, ବାହାଡ଼ା ଓ ଅଏଁଳା — ୬. The aggregate of the three fruits-myrablam, Embelic Myrablan and Belleric Myrablan.
୭. ତ୍ରିକଟୁ; ଶୁଣ୍ଠି, ପିପ୍ପଳି ଓ ମରିଚ —୭. The aggregate of the three pungent fruits:-dried ginger, long pepper and black pepper.
୮. ତ୍ରିମଦ (ଦେଖ) - —୮. Trimada (See)
୯. ଶତକଡ଼ା ତିନି ଟଙ୍କା (ସୁଧ, ଲାଭ) — ୯. Rate of three per cent.