ତ୍ରିକୋଣ ଭୂମି

ଉଇକିଅଭିଧାନ‌ରୁ

Trikaṇa bhūmi বণ্ণীপ त्रिकोर्ण घरतो ସଂ. ବି—(ଭୌଗୋଳିକ ପରିଭାଷା)— ନଈର ମୁହାଣରେ କାଳକ୍ରମେ ପଟୁ, ଜମାହୋଇ ସୃଷ୍ଟ ହୋଇଥିବା ତିନିକଣିଆ ଭୂମି; ଡେଲ୍ଟା—(geography) Delta (ତ୍ରିକୋଣମଣ୍ଡିତ ଭୂମି—ଅନ୍ଯରୂପ)

http://dsalsrv02.uchicago.edu/cgi-bin/philologic/getobject.pl?p.24:274.praharajତ୍ରିକୋଣ ଭୂମି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବି—(ଭୌଗୋଳିକ ପରିଭାଷା)[ସମ୍ପାଦନା]

ନଈର ମୁହାଣରେ କାଳକ୍ରମେ ପଟୁ, ଜମାହୋଇ ସୃଷ୍ଟ ହୋଇଥିବା ତିନିକଣିଆ ଭୂମି; ଡେଲ୍ଟା —(geography) Delta

(ତ୍ରିକୋଣମଣ୍ଡିତ ଭୂମି—ଅନ୍ୟରୂପ)