Jump to content

ତ୍ରେତା

ଉଇକିଅଭିଧାନ‌ରୁ

ତ୍ରେତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତ୍ରୈ. ଧାତୁ=ରକ୍ଷା କରିବା+ଇତ=ପ୍ରାପ୍ତ+ଆ; କିମ୍ୱା ତ୍ରି+ଇତ+ଆ)[ସମ୍ପାଦନା]

୧. ସତ୍ୟ, ତ୍ରେତା, ଦ୍ୱାପର ଓ କଳି ଏହି ଚାରି ଯୁଗ ମଧ୍ୟରୁ ଦ୍ୱିତୀୟ ଯୁଗ — ୧. The age of the world between the Satya and Dwāpara ages according to the Hindns.


[ଦ୍ରଷ୍ଟବ୍ୟ —ଏହାର ବର୍ଷ ସଂଖ୍ୟା ୧୨୯୬: ବର୍ଷ କାର୍ତ୍ତିକ ଶୁକ୍ଳ ନବମୀ ଦିନ ଏ ଯୁଗ ଆରମ୍ଭ ହୋଇଥିଲା ଏ ଯୁଗରେ ପରଶୁରାମ ଓ ଶ୍ରାରାମ ଅବତାର ଗ୍ରହଣ କରିଥିଲେ]

୨. ଦକ୍ଷିଣ, ଗାର୍ହପତ୍ୟ ଓ ଆହବନୀୟ ନାମକ ଅଗ୍ନିତ୍ରୟ — ୨. The three sacrificial fires.
୩. ପଶାଖେଳରେ ତିନିଗୋଟି କାଠିରେ ତିନିଟି ମାତ୍ର ଚିହ୍ନ ଲେଉଟିବା ଅବସ୍ଥା —୩. A throw of the dice resulting in three dots turning up.
୪. କଉଡ଼ି ଖେଳରେ ତିନି କଟ କଉଡ଼ି ଚିତି ହୋଇ ପଡ଼ିବା ସାର —୪. A throw in a game at cowries in which three cowries fall with their ventral side upwards.