ତ୍ୟାଗିଅ

ଉଇକିଅଭିଧାନ‌ରୁ

ତ୍ୟାଗିଅ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷଣ - (କଚିରିଆ ଭାଷା; ସଂସ୍କୃତ - ତ୍ୟାଜ୍ୟ)[ସମ୍ପାଦନା]

ତ୍ୟାଗ କରାଯାଇଥିବା; ମୃତ ବ୍ୟକ୍ତିଦ୍ୱାରା ତ୍ୟକ୍ତ; ମୃତବ୍ୟକ୍ତି ଛାଡ଼ି ଯାଇଥିବା — Left; left by the deceaszed.

(ଯଥା—ମହନ୍ତଙ୍କ ତ୍ୟାଗିଆ ସମ୍ପତ୍ତିରେ ଚେଲା ମାଲିକ ହେଲେ)