ତ୍ୟାଗିୟ

ଉଇକିଅଭିଧାନ‌ରୁ

ତ୍ୟାଗିୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷଣ - (କଚିରିଆ ଭାଷା; ସଂସ୍କୃତ - ତ୍ୟାଜ୍ୟ)[ସମ୍ପାଦନା]

ତ୍ୟାଗ କରାଯାଇଥିବା; ମୃତବ୍ୟକ୍ତିଦ୍ୱାରା ତ୍ୟକ୍ତ; ମୃତବ୍ୟକ୍ତି ଛାଡ଼ି — Left; left by the deceaszed.

(ଯଥା—ମହନ୍ତଙ୍କ ତ୍ୟାଗିଆ ସମ୍ପତ୍ତିରେ ଚେଲା ମାଲିକ ହେଲେ)