Jump to content

ଥକିତ

ଉଇକିଅଭିଧାନ‌ରୁ

ଥକିତ

ଉଚ୍ଚାରଣ

[ସମ୍ପାଦନା]

(ଥଗିତ—ଅନ୍ୟରୁପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ଥଗିତ; ପ୍ରା. ଥକ୍କିଅ)

[ସମ୍ପାଦନା]
୧. କ୍ଳାନ୍ତ; ଅବସନ୍ନ —୧. Tired; fagged; fatigued; worne.
୨. ଅବାକ୍; ସ୍ତମ୍ଭିତ; ସ୍ତବ୍ଧ — ୨. Dumbfounded; mute.
୩. ସ୍ଥିର —୩. Motionless.

ପବନ ହୋଇଲା ଥକିର, ଅଚଳ ଚଳ ବିପରୀତ ଭୂପତି. ପ୍ରେମପଞ୍ଚାମୃତ