Jump to content

ଥଙ୍ଗଥଙ୍ଗ ହେବା

ଉଇକିଅଭିଧାନ‌ରୁ

ଥଙ୍ଗଥଙ୍ଗ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଥଙ୍ଗେଇବା, ଥଙ୍ଗେଇ ଥଙ୍ଗେଇ ହେବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି କାର୍ଯ୍ୟ କରିବାକୁ ପାଶ୍ଚାତ୍— ପଦ ହେବା — ୧. To scruple to do a work.
୨. ମଧ୍ୟେ ମଧ୍ୟେ ସ୍ତମ୍ଭିତ ହେବା; ଥକିବା — ୨. To pause; to halt during a work or talk.