ଥଟା
ଦେଖଣା
ଥଟା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଟ୍ଟରୀ; ତୁଳ. ତା. ତିଟ୍ଟୁ=ଗାଳିଦେବା; ତୁଳ. ସଂସ୍କୃତ - ଅଟ୍ଟହାସ)
[ସମ୍ପାଦନା]- ୧. ଉପହାସ; ବ୍ୟଙ୍ଗ — ୧. Irony; satire; innuendo; redicule.
- ୨. ପରିହାସ —୨. Joke; jest.
- ୩. କୌତୁକ ବାକ୍ୟ —୩. Wit and humour; fun.
- ୪. ଟାପରା —୪. Practical joke.
ବିଶେଷଣ -
[ସମ୍ପାଦନା]ଥଟା ଖେଳିବାର ଉପଯୁକ୍ତ (ବ୍ୟକ୍ତି) — (a person) Fit to be joked with.