ଥଣ୍ଡାଏ ଥଣ୍ଡାଏ ଯିବା
ଦେଖଣା
ଥଣ୍ଡାଏ ଥଣ୍ଡାଏ ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଥଣ୍ଡାଏ ଥଣ୍ଡାଏ ଯିବା
|
ଦେଶଜ - କ୍ରି.
[ସମ୍ପାଦନା]ସକାଳେ ଓ ସନ୍ଧ୍ୟାବେଳେ ବାଟ ଚାଲିବା —To travel during the cool hours of the day (morning, evening, and night).
[ଦ୍ରଷ୍ଟବ୍ୟ —ଏହି ସମୟରେ ସୂର୍ଯ୍ୟ କିରଣର ତାପ ସହିବାକୁ ହୁଏ ନାହିଁ, ଏଥିପାଇଁ ଏ ସମୟକୁ ଶୀତଳ ବା ଥଣ୍ଡା ସମୟ ବୋଲାଯାଏ]