ଥନ

ଉଇକିଅଭିଧାନ‌ରୁ

ଥନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତନ; ତୁଳ. ପ୍ରା. ଥଣ)[ସମ୍ପାଦନା]

୧. ଦୁଧ; କୁଚ —୧. The female bosom or breast.
୨. ମାତୃସ୍ତନ —୨. A mother's breast; the mamma.
୩. ସ୍ତନ୍ୟ; ମାତୃ ସ୍ତନରେ ଥିବା ଦୁଧ — ୩. Milk from the mother's breast.

ଜୟ ପୁତନାଥନ ପରାଣଖିଆ ପ୍ରାଚୀ, ରହସ୍ୟମଞ୍ଜରୀ