ଥନ
ଦେଖଣା
ଥନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତନ; ତୁଳ. ପ୍ରା. ଥଣ)
[ସମ୍ପାଦନା]- ୧. ଦୁଧ; କୁଚ —୧. The female bosom or breast.
- ୨. ମାତୃସ୍ତନ —୨. A mother's breast; the mamma.
- ୩. ସ୍ତନ୍ୟ; ମାତୃ ସ୍ତନରେ ଥିବା ଦୁଧ — ୩. Milk from the mother's breast.
ଜୟ ପୁତନାଥନ ପରାଣଖିଆ ପ୍ରାଚୀ, ରହସ୍ୟମଞ୍ଜରୀ