ଥନ ଭାଙ୍ଗି କ୍ଷୀରଦେବା
ଦେଖଣା
ଥନ ଭାଙ୍ଗି କ୍ଷୀରଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଥନ ଭାଙ୍ଗି କ୍ଷୀରଦେବା
|
(ଥନ ଭାଙ୍ଗିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଆପଣାର ସ୍ତନରୁ ଶିଶୁକୁ ସ୍ତନ୍ୟପାନ କରାଇବା —To suckle a child at one's breast.
କୋଇଲି ଲୋ ଥନଭାଙ୍ଗି କ୍ଷୀରପାନ ଦେଲି କେଶବ କୋଇଲି