ଥପ ଥପ
ଦେଖଣା
ଥପ ଥପ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଥପ—ଅନ୍ୟରୂପ)
ଦେଶଜ - (ଧ୍ୱନ୍ୟନୁକରଣ) ଅ. (ସଂସ୍କୃତ - ସ୍ଥା ଧାତୁ ଣିଜନ୍ତ ସ୍ଥାପି ଧାତୁଜ)
[ସମ୍ପାଦନା]ଟପ ଟପ; ତରଳ ବସ୍ତୁ ଟୋପା ଟୋପା ହୋଇ ପଡ଼ିବାର ଶବ୍ଦ; ବିନ୍ଦୁ ବିନ୍ଦୁ ତଳେ ପଡ଼ିବା ଶବ୍ଦାନୁକରୁଣ —Sound of liquids falling in drops.
କ୍ରି. ବିଣେ
[ସମ୍ପାଦନା]ଟୋପା ଟୋପା ହୋଇ; ବିନ୍ଦୁ ବିନ୍ଦୁ ହୋଇ — Drop by drop; in dribles.
ଦ୍ୱିଧା ହୋଇ ମୁଣ୍ଡ, ଭଗ୍ନ ଦଧିଭାଣ୍ଡ ଯଥା ପଡ଼ିଲା ମସ୍ତିଷ୍କ ତଳେ ଥପ ଥପ ହୋଇ ରାଧାନାଥ, ମହାଯାତ୍ରା