ଥମ୍ ଖାଇବା

ଉଇକିଅଭିଧାନ‌ରୁ

ଥମ୍ ଖାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ସ୍ତନଭ୍ ଧାତୁ)[ସମ୍ପାଦନା]

୧. ହଠାତ୍ ସ୍ଥିର ହେବା; ହଠାତ୍ ଥମିଯିବା — ୧. To come to a sudden stand- still; to stop at once.
୨. ବିସ୍ମୟାନ୍ୱିତ ହେବା —୨. To be taken aback.