Jump to content

ଥରେଇବା

ଉଇକିଅଭିଧାନ‌ରୁ

ଥରେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଥରିବା କ୍ରିୟାର ଣିଜନ୍ତ ରୂପ — ୧. The causative form of 'Tharibā'.
୨. କମ୍ପାଇବା; କମ୍ପିତ କରାଇବା — ୨. To shake; to cause to tremble.

ପଳାଇଲେ ଭୟେ ଥରାଇ ତାଙ୍କ ଗାତ୍ର କୃଷ୍ଣସିଂହ, ମହାଭାରତ ବନ