ଥାଈ

ଉଇକିଅଭିଧାନ‌ରୁ

ଥାଈ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଥାଇତ୍, ଥାଇତି—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ବିଶେଷଣ - (ସଂସ୍କୃତ - ସ୍ଥାୟୀ)[ସମ୍ପାଦନା]

୧. ଚିରସ୍ଥାୟୀ — ୧. Permanent.
୨. ଚିର —୨. Lasting.
୩. ଥୟ; ସ୍ଥିର; ସୁଦୃଢ଼ — ୩. Permanently settled.
୪. ସଂସାରରେ ସଚଳ ଅବସ୍ଥାରେ ଅବସ୍ଥିତ — ୪. Comfortably settled in the world.
୫. ବିପଦରୁ ରକ୍ଷାପ୍ରାପ୍ତ —୫. Saved from danger.

ବି—(ସଂସ୍କୃତ - ସ୍ଥିରତା)[ସମ୍ପାଦନା]

ସ୍ଥିରତା —Certainty.