ଥାକ ଥାକ

ଉଇକିଅଭିଧାନ‌ରୁ

ଥାକ ଥାକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଥାକେ ଥାକେ—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

୧. ସ୍ତରେ ସ୍ତରେ; ପ୍ରସ୍ତ ପ୍ରସ୍ତ କରି — ୧. In layers; in folds; one over the other.
୩. ଛୋଟ ଛୋଟ ଗଦାରେ — ୩. In small heaps.

ହୀରା ନୀଳା ମୋଚି କରି ଥାକ ଥାକ ଭିକାରୀ, ଗୀତଲହରୀ