ଥାନା
ଦେଖଣା
ଥାନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାନ)
[ସମ୍ପାଦନା]- ୧. ପ୍ରହରୀ ବା ଚୌକୀଦାରମାନଙ୍କ ଆଡ଼ା —୧. Out post.
- ୨. ସୈନ୍ୟମାନଙ୍କର ଚଉକୀ —୨. A military post.
- ୩. ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳର ଶାନ୍ତିରକ୍ଷାର ଭାରପ୍ରାପ୍ତ ପୁଲିସ କର୍ମଚାରୀଙ୍କର ଅଫିସ; ପୁଲିସ୍ ଷ୍ଟୋସନ୍ — Police station.
[ଦ୍ରଷ୍ଟବ୍ୟ —ଗୋଟିଏ ଥାନା ଅଧୀନରେ କେତେଗୁଡ଼ିଏ ପ୍ରଗନ୍ନା ଥାଏ]