ଥାପା
ଦେଖଣା
ଥାପା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଥାପା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାପି ଧାତୁ)
[ସମ୍ପାଦନା]ବଣିଅଙ୍କର ଯେଉଁ ଛାଞ୍ଚରେ ତରଳ ବସ୍ତୁ ଢଳାଯାଏ —A goldsmith's mould.
===ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ଟାପ, ଟାପୀ)
ମାଛ ଧରିବା ଯନ୍ତ୍ର; ପୋଳୁହ —A turn cated basket like contrivance for catching fish.