ଥୁ
ଦେଖଣା
ଥୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - (ପ୍ରତ୍ୟୟ) (ପଞ୍ଚମୀ ବିଭକ୍ତିବାଚକ ପ୍ରତ୍ୟୟ)
[ସମ୍ପାଦନା]- ୧. ଠାରୁ — ୧. From.
- ୨. ଅପେକ୍ଷା —୨. Than.
(ଥୁ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା](ଥୁଃ—ଅନ୍ୟରୂପ)
ଦେଶଜ - (ଛେପ ପକାଇବା ଧ୍ୱନ୍ୟନୁକରଣ) ଅ
[ସମ୍ପାଦନା]- ୧. (ଘୃଣାର୍ଥକ) ଛି ! ଧିକ୍ ! —Fie !
- ୨. (ଘୃଣା ପ୍ରକାଶପୂର୍ବକ କୌଣସି ବସ୍ତୁ ବା ମନୁଷ୍ୟ ଉପରେ ଛେପ ପକାଇବା ବେଳେ ଉଚ୍ଚାରିତ ଶବ୍ଦ)—ମୁଁ ତୋତେ ଘୃଣା କରୁଛି —୨. I spit on thee.
ଅନୁବାଦ
[ସମ୍ପାଦନା]ବିଶେଷ୍ୟ - (ଛେପ ପକାଇବାବେଳେ ଜିଭ ଓ ଦାନ୍ତଦ୍ୱାରା ଉଚ୍ଚାରିତ ଧ୍ୱନ୍ୟନୁକରଣ)
[ସମ୍ପାଦନା]ଛେପ; ଛାପ; ନିଷ୍ଠୀବନ; ପିକ — Spittle; saliva.