ଥୁଆ

ଉଇକିଅଭିଧାନ‌ରୁ

ଥୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥା ଧାତୁ)[ସମ୍ପାଦନା]

ସ୍ଥାପନ — Placing.

ବିଶେଷଣ -[ସମ୍ପାଦନା]

୧. ସ୍ଥିତ —୧. Placed; put.
୨. ରକ୍ଷିତ —୨. Kept; preserved.

ବହୁତ କାଳରୁ ଥୁଆ ଧନୁ ଭାଙ୍ଗି ପୁଣି ଭଞ୍ଜ. ବୈଦହୀଶବିଳାସ

୩. ସ୍ଥାପିତ —୩. Set down.