ଥୁକ

ଉଇକିଅଭିଧାନ‌ରୁ

ଥୁକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ଥୁ=ଛେପ ପକାଇବା ଧ୍ୱନିରୁ)[ସମ୍ପାଦନା]

୧. ପଠିତ ପୁସ୍ତକ ମଧ୍ୟରେ ରଖିବା ଚିହ୍ନ —୧. Book-mark.
୨. ପାଟିରୁ ଫିଙ୍ଗାଯିବା ଛେପ — ୨. Spittle.

ଲୋକମାନେ ଥୁକ ପକାଇବାକୁ ସୁଧା ବେଳ ଦେଉ ନାହାନ୍ତି ଫକୀରମେହନ. ଛମାଣ ଆଠଗୁଣ୍ଠ