Jump to content

ଥୁତ୍କାରିବା

ଉଇକିଅଭିଧାନ‌ରୁ

ଥୁତ୍କାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଧିକ୍କାର; ତିରସ୍କାର)

[ସମ୍ପାଦନା]
୧. ଘୃଣାରେ କୌଣସି ବ୍ୟକ୍ତି ଉପରେ ଛେପ ପକାଇବା —୧. To spit on a person.
୨. ଧିକ୍କାର କରିବା —୨. To cry down a person contemptuously.