Jump to content

ଥୋଇବା

ଉଇକିଅଭିଧାନ‌ରୁ

ଥୋଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ସ୍ଥା ଧାତୁ ଣିଚ୍=ସ୍ଥାପି ଧାତୁ)[ସମ୍ପାଦନା]

୧. ବନ୍ଧା ପକାଇବା; ବନ୍ଧକଦେବା — ୧. To pledge.
୨. ରଖିବା —୨. To keep.

ଥୋଇ ହୃଦସ୍ଥଳେ ନ କର ବିକଳ କବିସୂର୍ଯ୍ୟ କିଶୋରୀଚମ୍ପୂ ଥ ଗୀତ

୩. ସ୍ଥାପନ କରିବା —୩. To place; to set; to put down.
୪. ନ୍ୟାସ କରିବା —୪. To deposit; to eep in trust.
୫. ସଞ୍ଚୟ କରିବା —୫. To store up.
୬. ଉପୁଜାଇବା; ଜାତ କରାଇବା —୬. To produce.

ଜନ ହୃଦେ ଥୋଇ ଦିଅନ୍ତି ଭୟଯାକ କୃଷ୍ଣସିଂହ. ମହାଭାରତ ବନ

୭. ବଞ୍ଚାଇ ରଖିବା; ଜିଆଇବା — ୭. To bring up; to let live.

ଏ ବାଳବଧୀ ସ୍ୱାମୀ ଦ୍ରୋହୀ ଏହାକୁ ଦଣ୍ଡେହେଁ ନ ଥୋଇ ଜଗନ୍ନାଥ. ଭାଗବତ

ବିଶେଷଣ -[ସମ୍ପାଦନା]

୧. ରଖାଯାଇଥିବା —୧. Kept.
୨. ସଞ୍ଚିତ —୨. Hoarded; stored.
୩. ସଞ୍ଚୟକାରୀ; ଯେ ରଖିଥାଏ — ୩. Keeper; one who has kept or stored.

(ଯଥା—ଧନ ଥୋଇବା ଲୋକ ମରିଯିବାରୁ ପୁଅମାନେ ତାହା ଉଡ଼ାଇ ଦେଲେ)