Jump to content

ଥୋକ

ଉଇକିଅଭିଧାନ‌ରୁ

ଥୋକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ତୋକ=ସାମାନ୍ୟ; ପ୍ରା. ଥୋଅ)[ସମ୍ପାଦନା]

୧. ଅଳ୍ପମାତ୍ର; ସାମାନ୍ୟ ପରିମିତ — ୧. Little in quantity.
୨. (ସଂସ୍କୃତ - ସ୍ତୋମକ; ପ୍ରା. ଥୋବଁକ) ଏକୀଭୂତ; ଏକତ୍ର କରାଯାଇଥିବା —୨. Gathered together.
୩. (ସ୍ତୂପୀକୃତ) ସ୍ତୂପୀକୃତ; ଗଦାଗଦା କରାଯାଇଥିବା — ୩. Made up into small heaps; heaped up.
୪. ସମଷ୍ଟୀକୃତ —୪. Added up; totalled up.
୫. ଏକ କିସ୍ତିରେ ଦିଆଯିବା (ଧନ) — ୫. Paid in one instalment.
୬. ବହୁପରିମାଣରେ ବିକ୍ରି ବା ଖରିଦ କରାଯିବା (ପଣ୍ୟାଦି) — ୬. Sold or purchased wholesale.

ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ସ୍ତବକ) ଗୃଚ୍ଛ —୧. Cluster.
୨. (ସଂସ୍କୃତ - ସ୍ତୋମକ, ପ୍ରା, ଥୋବକ) ସମୂହ; ରଶ୍ମି — ୨. Collection; lump.
୩. ପୁସ୍ତକାଦିରେ ରଖାଯିବା ଚିହ୍ନ —୩. A Book-mark.
୪. (ସଂସ୍କୃତ - ସ୍ତୂପ) ଛୋଟ ଗଦା —୪. Small heap.

(ଯଥା—ଟ୧/?/କୁ ୪ ଥୋକ କରି ରଖ)

୫. ଥର; ବାର୍; କିସ୍ତୀ —୫. Instalment; time.

(ଯଥା—ମୋର ତୋ ଉପରେ ଡ଼ିଗ୍ରୀ ହୋଇଥିବା ଟଙ୍କା ତିନି ଥୋକରେ ସୁଝିଦେଲେ ମୁଁ ସୁଧ ଦାବି କରିବି ନାହିଁ)

୬. (ସଂସ୍କୃତ - ଥୁତ୍କାର) ଛେପ; ଥୁକ —୬. Spittle.
୭. ସମଷ୍ଟି; ଯୋଗଫଳ —୭. Total.
୮. ଟଙ୍କାଆଦି ଦେବାର ଥର; କିସ୍ତି —୮. Instalment.
୯. ଏକାଥରକେ ବହୁଦ୍ରବ୍ୟର ଖରିଦ ବିକ୍ରି — ୯. Wholesale transaction of sale or purchase.

କ୍ରି.ବିଶେଷଣ -[ସମ୍ପାଦନା]

୧. ଏକାଠେଇଁ; ଏକା କିସ୍ତିକେ (ବହୁସଂଖ୍ୟା ବା ମୁଦ୍ରାଦେବା) —୧. Once; by one instalment; in a lump sum.
୨. ବହୁ ପରିମିତ ଦ୍ରବ୍ୟ ଏକାଥରକେ ବିକିବା ବା କିଣିବା ପ୍ରକାରେ —୨. Wholesale.