ଥୋଡ଼ି
ଦେଖଣା
ଥୋଡ଼ି
ଉଚ୍ଚାରଣ
[ସମ୍ପାଦନା](ଥୋରି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - କ୍ରୋଟୀ)
[ସମ୍ପାଦନା]- ୧. ତୋଡ଼ି ମାଛ — ୧. A kind of tube-like fresh water fish.
- ୨. ତଳ ଓଠ; ଚିବୁକ —୨. Chin; lower lip.
- ୩. ଥୋଡ଼ି; ଦାଢ଼ି ——୩. Bread.
ଥୋଡ଼ିକି ମୋଡ଼ି ଦେଇ ଆଉଁସିଲେ ଟେକି କୃଷ୍ଣସିଂହ. ମହାଭାରତ
- ୪. ବଳଦଙ୍କ ପିଠିରେ ଶସ୍ୟ ଆଦି ଜିନିସ ବୁହାଇବାର ଅଖା ମୁଣି; ପଲାଣ; ଲଦନ —୪. Pack saddle used in carrying grains etc on the back of pack-bullocks.