ଥୋମଣି
ଦେଖଣା
ଥୋମଣି
ଉଚ୍ଚାରଣ
[ସମ୍ପାଦନା]ଥୋମଣା, ଥୋମୁଣା, ଥୋମୁଣିଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଥୋମଣି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପଶୁମାନଙ୍କର ମୁହଁ ଓ ନାକର ଅଗ, ଯାହା ବାହାରି ପଡ଼ିଥାଏ —୧. Projecting mouth and nose of animals.
- ୨. ପଶୁମାନଙ୍କର ଓଷ୍ଠାଗ୍ର — ୨. Muzzle; snout of beasts.
- ୩. ଓଷ୍ଠଦ୍ୱୟ —୩. The two lips.
ଦାନ୍ତ ଥୋମଣିରେ ଖୋଳି ଭୂମି ଭାଗ କୃଷ୍ଣସିଂହ. ମହାଭାରତ, ବନ