ଦଂଷ୍ଟ୍ରାବନ୍ତ

ଉଇକିଅଭିଧାନ‌ରୁ

ଦଂଷ୍ଟ୍ରାବନ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦଂଷ୍ଟ୍ରାବତ୍ ଶବ୍ଦ; ପୁଂ. ଦଂଷ୍ଟ୍ରାବାନ୍; ସ୍ତ୍ରୀ—ଦଂଷ୍ଟ୍ରାବତୀ)[ସମ୍ପାଦନା]

ବଡ଼ ଦାନ୍ତବିଶିଷ୍ଟ — Having large teeth or tusks

ପଶିଲେ ବିକଟ—ଦଂଷ୍ଟାବନ୍ତ ବେନି ବନ୍ୟଶୂକରେ—ରାଧାନାଥ.ଊଷା