ଦଇ

ଉଇକିଅଭିଧାନ‌ରୁ

ଦଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦହି, ଦୟି—ଅନ୍ୟରୂପ

  • (file)

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବି—(ସଂସ୍କୃତ - ଦଧି; ତୁଳ. ପ୍ରା. ଦହିନ୍ଦୀ - ଦଇ)[ସମ୍ପାଦନା]

୧. ଦହି; ଦଧି — Curd.
୨. ଦୈତ୍ୟାରି, ଦୟାନିଧି ଆଦି ନାମଧାରୀ ବ୍ୟକ୍ତିଙ୍କୁ ଡାକିବା ନାମ —୨. A name by which persons of the names of D&aline;i̱tyāri and Dayānidhi are called.