ଦଇତ
ଦଇତ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଦଇତ୍ୟ—ଅନ୍ୟରୂପ)
ଗ୍ରାମ୍ୟ - ଓ. ପଦ୍ୟ ବିଶେଷ୍ୟ -[ସମ୍ପାଦନା]
- ୧. (ସଂସ୍କୃତ - ଦୈତ୍ୟ) ରାକ୍ଷସ — ୧. Demon.
ଏ ଲଙ୍କାଗଡ଼ରେ ଯେତେ ରହିଅଛନ୍ତି ଦଇଚ ଜୀବନେ ତାହାଙ୍କୁ ନ ରଖିବା ବିଶ୍ୱନାଥ. ବିଚିତ୍ରରାମାୟଣ
- ୨. (ସଂସ୍କୃତ - ଦୟିତ)—ପତି; ସ୍ୱାମୀ —୨. Husband.
ପୁରୁଷାୟିତ, ରତିପାଇଁତ, ସ୍ତୁତି ଦଇତ ଭାଷେ—ଭଞ୍ଜ ପ୍ରେମସୁଧାନିଧି