ଦଇତୁଣୀ

ଉଇକିଅଭିଧାନ‌ରୁ

ଦଇତୁଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

୧. (ସଂସ୍କୃତ - ଦୈତ୍ୟର ସ୍ତ୍ରୀଲିଙ୍ଗ ଦୈତ୍ୟା) ରାକ୍ଷାସୀ —୧. Demoness.

କଲା ଅତି ଅପକାର ଦଇତୁଣୀ—ଦୀନକୃଷ୍ଣ. ରସକଲ୍ଲୋଳ

୨. (ସଂସ୍କୃତ - ଦଧି) ଦହି ବିକିବା ସ୍ତ୍ରୀ; ଦହିବାଲୀ — ୨. A woman selling curd.