ଦଇନି
ଦଇନି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
[ଦୟିନି(ନୀ)—ଅନ୍ୟରୂପ]
ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ଦୈନ୍ୟ)[ସମ୍ପାଦନା]
ଦୈନ୍ୟ; ବିନୟ; ବିନୀତ ନିବେଦନ —Supplication.
ବୋଲଇ ଅତି ସ୍ନେହଭରେ, ଦଇନି କରି କାକୁସ୍ତରେ ଯଶୋବନ୍ତ. ପ୍ରେମଭକ୍ତିଗୀତା
ବିଶେଷଣ -[ସମ୍ପାଦନା]
- ୧. ଦୈନ୍ୟଯୁକ୍ତ —୧. Supplicant.
ଇନ୍ଦ୍ର ଅଗ୍ନି ବରୁଣ ଆଦି ଦେବେ ମାନି; କରନ୍ତି ନିତି ସ୍ତୁତି ହୋଇଣ ଦୟିନି କୃଷ୍ଣସିଂହ ମହାଭାରତ. ବନ
- ୨. ବିନୟୀ —୨. Humble.