ଦଇନି କରିବା

ଉଇକିଅଭିଧାନ‌ରୁ

ଦଇନି କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦଇନି ହେବା—ଅନ୍ୟରୂପ)

ଗ୍ରାମ୍ୟ - (ପଦ୍ୟ)କ୍ରିୟାପଦ -[ସମ୍ପାଦନା]

ବିନୀତଭାବରେ ପ୍ରାର୍ଥନା କରିବା — To supplicate; to pray.

ମାଏ ପୋଏ କଲ ମୋତେ ଅନେକ ଦଇନି ରାଧାନାଥ, ଦୁର୍ଯ୍ୟୋଧନ ରକ୍ତନଦୀ ସନ୍ତରଣ