ଦଇବତ

ଉଇକିଅଭିଧାନ‌ରୁ

ଦଇବତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - (ପଦ୍ୟ) ବି—ସଂସ୍କୃତ - (ଦୈବତ)[ସମ୍ପାଦନା]

୧. ଦେବ; ଦେବତା — ୧. Deity.

ବୋଇଲୋ ଏହା ଯହୁଁ ଦୁଇ ଦଇବତ ଚକ୍ଷୁକୁ ତାହାଙ୍କପ ଦିଶିଲା ଜଗତ—କୃଷ୍ଣସିଂହ, ମହାଭାରତ, ଆଦି

୨. ଶ୍ରେଷ୍ଠ ବ୍ୟକ୍ତି —୨. Chief or principal person.

ଯୋଗିଙ୍କର ପରମକତ୍ତ୍ୱ ଯଦୁଙ୍କ କୁଳ ଦଇବତ—ପ୍ରାଚୀ. ପୂର୍ଣ୍ଣତମ, ଚନ୍ଦ୍ରୋଦୟ