Jump to content

ଦଇବୀ

ଉଇକିଅଭିଧାନ‌ରୁ

ଦଇବୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦୈବୀ)

[ସମ୍ପାଦନା]
୧. ଐଶ୍ୱରିକ — ୧. Providential.
୨. ଅପ୍ରତ୍ୟାଶିତରୂପେ ଘଟିବା —୨. Accidental.

ବିଶେଷ୍ୟ -

[ସମ୍ପାଦନା]
୧. ଦେବତା ପୂଜା ଆଦି ଅନୁଷ୍ଠାନ — ୧. Ceremonies or rituals to propitiate the Gods.
୨. ଦୈବଘଟନା —୨. Accident; divine visitation.

କ୍ରି.ବିଶେଷଣ - (ସଂସ୍କୃତ - ଦୈବାତ୍)

[ସମ୍ପାଦନା]

ଦଇବେ (ଦେଖ) - Daibe (See)