ଦଇବ ଛାଡ଼ିବା
ଦେଖଣା
ଦଇବ ଛାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦଇବ ଛାଡ଼ିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବିଧାତା ପ୍ରତିକୂଳ ହେବା; ଦୁର୍ଭାଗ୍ୟ ଘଟିବାର ପୂର୍ବ ଲକ୍ଷଣ ଦେଖାଯିବା — Being god-forsaken; irony of fate; the fates frowning on a person.
ତୋତେରେ ଦଇବ ଆଜି ଛାଡ଼ିଲା ପାମର—ରାଧାନାଥ. ବେଣୀସଂହାର