ଦଉଡ଼ା

ଉଇକିଅଭିଧାନ‌ରୁ

ଦଉଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଦ୍ରୁ ଧାତୁ) ଧାଇଁବା; ଧାବନ — ୧. Race; running.
୨. (ସଂସ୍କୃତ - ଡୋରକ, ଦୋରକ) ରଜ୍ଜୁ —୨. Rope; string.
୩. ଫାଶି ଲଗାଇବା ଦଉଡ଼ି — ୩. A rope for hanging a person.

ଗ୍ରାମ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଦ୍ୱିବାର) ଦୋଓଡ଼ା; ଦିନରେ ଦ୍ୱୀତୀୟ ବାଉ ଭୋଜନ —୧. Second or afternoon meal during the day.
୨. ଦୋଓଡ଼; ଦ୍ୱିତୀୟ ବାର —୨. Second time.
୩. ଦୁଇଥର; ଦୋବାରା —୩. Twice; two times.

ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ଯାଆଳିରେ ଇଶ ବା ଦଣ୍ଡାକୁ ବାନ୍ଧିବା ଦଉଡ଼ି; ଲଙ୍ଗଦଉଡ଼ି —A rope for tying the shaft of a plaugh or cart with the yoke.