ଦଉଡ଼ା
ଦେଖଣା
ଦଉଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦଉଡ଼ା
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଦ୍ରୁ ଧାତୁ) ଧାଇଁବା; ଧାବନ — ୧. Race; running.
- ୨. (ସଂସ୍କୃତ - ଡୋରକ, ଦୋରକ) ରଜ୍ଜୁ —୨. Rope; string.
- ୩. ଫାଶି ଲଗାଇବା ଦଉଡ଼ି — ୩. A rope for hanging a person.
ଗ୍ରାମ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଦ୍ୱିବାର) ଦୋଓଡ଼ା; ଦିନରେ ଦ୍ୱୀତୀୟ ବାଉ ଭୋଜନ —୧. Second or afternoon meal during the day.
- ୨. ଦୋଓଡ଼; ଦ୍ୱିତୀୟ ବାର —୨. Second time.
- ୩. ଦୁଇଥର; ଦୋବାରା —୩. Twice; two times.
ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଯାଆଳିରେ ଇଶ ବା ଦଣ୍ଡାକୁ ବାନ୍ଧିବା ଦଉଡ଼ି; ଲଙ୍ଗଦଉଡ଼ି —A rope for tying the shaft of a plaugh or cart with the yoke.