ଦଉଡ଼େଇବା

ଉଇକିଅଭିଧାନ‌ରୁ

ଦଉଡ଼େଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.[ସମ୍ପାଦନା]

(ଦଉଡ଼ିବା କ୍ରିୟାର ଣିଜନ୍ତ ରୂପ — The causative form of Dauṛḍ̠ibā

୧. ଅନ୍ୟକୁ ଦଉଡ଼ିବାକୁ ଉପାୟ କରିବା — ୧. To cause another to run.
୨. ଘୋଡ଼ାରେ ବସି ଘୋଡ଼ାକୁ ଶ୍ରୀଘ୍ରଗତି କରାଇବା — ୨. To run a horse.
୩. ସ୍ଥାନାନ୍ତରକୁ କୌଣସି ବ୍ୟକ୍ତି ଦଉଡ଼ି ଯାଇ ସେଠାରୁ କୌଣସି ସଂବାଦ ଆଣିବା ପାଇଁ ଲୋକ ପଠାଇବା — ୩. To send a man to run to place to fetch something or some news.
୪. କୌଣସି ବ୍ୟକ୍ତିକୁ ଏକ ସ୍ଥାନକୁ ବାରମ୍ୱାର ଯିବା ଆସିବା ପାଇଁ କହି ବିରକ୍ତ କରିବା —୪. To harass a person by asking him to come and go repeatedly.

(ଯଥା—ମୋତେ ମୋ ପାଉଣାତକ ଦେବେ ବୋଲି କହି ସାଆନ୍ତ ମୋତେ ମାସେ ହେଲା ଏଠାକୁ ଦେଉଡ଼ାଉଛନ୍ତି; କିନ୍ତୁ ମୋ ପାଉଣା ଆଜିଯାକେ ଦେଉନାହାନ୍ତି)