ଦଉଡ଼ ବତୀ

ଉଇକିଅଭିଧାନ‌ରୁ

ଦଉଡ଼ ବତୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବାଣରେ ନିଆଁ ଲଗାଇବା ପାଇଁ ତିହିଁର ଖଞ୍ଜା ହୋଇଥିବା ବାରୁଦପୂର୍ଣ୍ଣ ଏକପ୍ରକାର ଲମ୍ୱ ବଳିତ — A long fuse attached to fireworks.

[ ଦ୍ର—ବାଣରେ ହଠାତ୍ ନିଆଁଲାଗି ତାହା ଫୁଟିଲେ ବା ନିଆ ଧରିଲେ ପାଖରେ ଥିବା ଲୋକ ପୋଡ଼ି ହୋଇ ମରିବ, ଏଥିପାଇଁ ବାଣରେ ଦଉଡ଼ବତୀ ଖଞ୍ଜା ଥାଏ ବାଣୁଆଁ ସେ ବତୀରେ ନିଆଁ ଲଗାଇ ଦେଇ ବାଣ ନିକଟରୁ ଦଉଡ଼ି କରି ଦୂରକୁ ପାଳାଏ ଓ ଉକ୍ତ ବତୀ ଜଳି ଜଳି ବାଣରେ ନାଆଁ ଧରି ବାଣ ଫୁଟିଲା ବେଳକୁ ବାଣୁଆଁ ଖଣ୍ଡଦୂରରେ ଛିଡ଼ା ହୋଇ ନିରାପଦ ହୁଏ]