ଦଉରା
ଦେଖଣା
ଦଉରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଡୋରକ)
[ସମ୍ପାଦନା]ଦଉଡ଼ା; ରଜ୍ଜୁ — Rope.
ବୈ. ଦେଶଜ - ବିଶେଷ୍ୟ - (ଆରବୀ - ଦୌରା=ପରିଭ୍ରମଣ)
[ସମ୍ପାଦନା]ହାଇକୋଟ ଓ ସେସନ୍ ଜଜଙ୍କଦ୍ୱାରା ଗୁରୁତର ଅପରାଧମାନଙ୍କ ବିଚାର — Sessions.
[ଦ୍ରଷ୍ଟବ୍ୟ —ଗୁରୁତର ଅପରାଧଘଟିତ ସେସନ୍ ମୋକଦମାମାନ ବିଚାର କରିବାପାଇଁ ସେସନ୍ ଜଜମାନେ ଅପରାଧ ଘଟିଥିବା ଅଞ୍ଚଳକୁ ଯାଇ ସେହିଠାରେ କଚେରୀ କରି ମକଦମା ବିଚାର କରନ୍ତି]
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଗସ୍ତ —Tour.