ଦଉରା କେଶ୍

ଉଇକିଅଭିଧାନ‌ରୁ

ଦଉରା କେଶ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦଉରା ମକଦମା—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ଦଉରା ଓ ଇଂ କେଶ୍)[ସମ୍ପାଦନା]

ସେସନ୍ କୋଟରେ ବିଚାର କରାଯିବା ମକଦମା — Sessions Case.

[ଦ୍ରଷ୍ଟବ୍ୟ —ନରହତ୍ୟା, ଭ୍ରୂଣହତ୍ୟା, ଡକାଇତି ଆଦି ଗୁରୁତର ଅପରାଧଘଟିତ ମକଦମାମାନଙ୍କୁ ମାଜିଷ୍ଟ୍ରେଟ୍ ଆଦି ନିମ୍ନ ଶ୍ରେଣୀର ବିଚାରକମାନେ ବିଚାର ନ କରି ସେମାନ ସେସନ୍କୋଟ୍, ହାଇକୋର୍ଟ ଆଦିଙ୍କଦ୍ୱାରା ବିଚାର କରାଯାଏ]