ଦକଦକ

ଉଇକିଅଭିଧାନ‌ରୁ

ଦକଦକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦୁଗ୍ଧ;ତୁଳ. ଆରବୀ - ଦଗ୍ଦଗା=ଭୟା)[ସମ୍ପାଦନା]

୧. ଧକ୍ଧକ୍; ଦହକରେ ଜଳିବା (ନିଆଁ) — ୧. Blazing (fire).
୨. ଭୟରେ କମ୍ପିତ (ଛାତି) — ୨. Palpitating (heart).

ଦକଦକ ହେଉଛି ମୋହର ଦୁକୁଦୁକି କୃଷ୍ଣସିଂହ. ମହାଭାରତ. ଆଦି

୩. ଭୟତ୍ରସ୍ତ; ଭୀତ —୩. Frightened; alarmed.

ତାହା ଶୁଣି ପାଣ୍ଡୁ ସଇନ ସେନାଯାକ ମଲାଇଁ ବୋଲିଣ ହୋଇଲେ ଦକଦକ କୃଷ୍ଣସିଂହ. ମହାଭାରତ. ଭୀଷ୍ମ

୪. ସନ୍ଦିଗ୍ଧ —୪. In doubt.
୫. ଉଦ୍ଦିଗ୍ନ; ଚିନ୍ତାଗ୍ରସ୍ତ; ଚିନ୍ତିତ —୫. Agitated; anxious; uneasy; careworn.

ଅନୁବାଦ[ସମ୍ପାଦନା]

ବିଶେଷ୍ୟ -[ସମ୍ପାଦନା]

୧. ହୃଦୟର ଜ୍ୱାଳା —୧. Anxiety.
୨. ଉଦ୍ଦିଗ୍ନତା —୨. Mental agitation.
୩. ଭୀତି —୩. Fright; terror.