ଦକ୍ଷ
ଦେଖଣା
ଦକ୍ଷ
ଉଚ୍ଚାରଣ
[ସମ୍ପାଦନା](ଦକ୍ଷା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ଦକ୍ଷ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ସମର୍ଥ —୧. Capable; able.
- ୨. ନିପୁଣ —୨. Expert; dexterous.
- ୩. ପଟୁ —୩. Skilful.
- ୪. ଚାଲାଖ; ଚତୁର —୪. Clever.
- ୫. କର୍ମକୁଶଳ; ଫୁର୍ତ୍ତିବାଜ୍ —୫. Active; brisk,
ଦେଶଜ - ବିଶେଷଣ - (ସଂସ୍କୃତ - ଦକ୍ଷିଣ)
[ସମ୍ପାଦନା]ଦକ୍ଷିଣ; ଡାହାଣ —Right.
ଦକ୍ଷିଣ ଭୁଜ ଦକ୍ଷ ଆଖି ସ୍ଫୁରଇ ଘନଘନ ଦେଖି ଭୂପତି. ପ୍ରେମପଞ୍ଚାମୃତ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବ୍ରହ୍ମାଙ୍କ ପୁତ୍ର; ବ୍ରହ୍ମାଙ୍କ ଡାହାଣ ହାତର ବୁଢ଼ା— ଆଙ୍ଗୁଠିରୁ ଜାତ ପ୍ରଜାପତିବିଶେଷ — ୧. Name of a son of Brahmā said to have been born of his right thumb.
[ଦ୍ରଷ୍ଟବ୍ୟ —ଏ ଗୋଟିଏ ପ୍ରଜାପତି; ପାର୍ବତୀ ପୂର୍ବ ଜନ୍ମରେ ସତୀ ନାମରେ ଏହାଙ୍କ କନ୍ୟା ଥିଲେ ଦକ୍ଷକନ୍ୟା ତଳେ ନୋଟ ଦେଖ ]
- ୨. ଶିବଙ୍କ ବାହାନ ବୃଷ —୨. The bull which is said to carry the God Ṡiba on its back.
- ୩. କୁକୁଡ଼ା —୩. Cock.
- ୪. ବୃକ୍ଷବିଶେଷ —୪. Name of a tree.