ଦକ୍ଷ

ଉଇକିଅଭିଧାନ‌ରୁ

ଦକ୍ଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦକ୍ଷା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ଦକ୍ଷ୍ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ସମର୍ଥ —୧. Capable; able.
୨. ନିପୁଣ —୨. Expert; dexterous.
୩. ପଟୁ —୩. Skilful.
୪. ଚାଲାଖ; ଚତୁର —୪. Clever.
୫. କର୍ମକୁଶଳ; ଫୁର୍ତ୍ତିବାଜ୍ —୫. Active; brisk,

ଦେଶଜ - ବିଶେଷଣ - (ସଂସ୍କୃତ - ଦକ୍ଷିଣ)[ସମ୍ପାଦନା]

ଦକ୍ଷିଣ; ଡାହାଣ —Right.

ଦକ୍ଷିଣ ଭୁଜ ଦକ୍ଷ ଆଖି ସ୍ଫୁରଇ ଘନଘନ ଦେଖି ଭୂପତି. ପ୍ରେମପଞ୍ଚାମୃତ

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ବ୍ରହ୍ମାଙ୍କ ପୁତ୍ର; ବ୍ରହ୍ମାଙ୍କ ଡାହାଣ ହାତର ବୁଢ଼ା— ଆଙ୍ଗୁଠିରୁ ଜାତ ପ୍ରଜାପତିବିଶେଷ — ୧. Name of a son of Brahmā said to have been born of his right thumb.

[ଦ୍ରଷ୍ଟବ୍ୟ —ଏ ଗୋଟିଏ ପ୍ରଜାପତି; ପାର୍ବତୀ ପୂର୍ବ ଜନ୍ମରେ ସତୀ ନାମରେ ଏହାଙ୍କ କନ୍ୟା ଥିଲେ ଦକ୍ଷକନ୍ୟା ତଳେ ନୋଟ ଦେଖ ]

୨. ଶିବଙ୍କ ବାହାନ ବୃଷ —୨. The bull which is said to carry the God Ṡiba on its back.
୩. କୁକୁଡ଼ା —୩. Cock.
୪. ବୃକ୍ଷବିଶେଷ —୪. Name of a tree.