ଦକ୍ଷତା

ଉଇକିଅଭିଧାନ‌ରୁ

ଦକ୍ଷତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦକ୍ଷିତ୍ୱ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ଦକ୍ଷ+ଭାବ. ତା)[ସମ୍ପାଦନା]

୧. ପଟୁତା — ୧. Skill; dexterity.
୨. ଫୁର୍ତ୍ତି —୨. Activity; briskness.
୩. ଚତୁରତା —୩. Cleverness.