ଦକ୍ଷିଣତଃ

ଉଇକିଅଭିଧାନ‌ରୁ

ଦକ୍ଷିଣତଃ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ଅ (ଦକ୍ଷିଣ+ତସ୍)[ସମ୍ପାଦନା]

୧. ଦକ୍ଷିଣ ଦିଗରେ — ୧. On the south.
୨. ଦକ୍ଷିଣ ଦେଶରେ —୨. In the south.
୩. ଡାହାଣରେ —୩. On the right side.