ଦକ୍ଷିଣାଗ୍ନି

ଉଇକିଅଭିଧାନ‌ରୁ

ଦକ୍ଷିଣାଗ୍ନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

(ମଧ୍ୟପଦଲୋପୀ ଓ କର୍ମଧା; ଦକ୍ଷିଣନାମକ ଅଗ୍ନି, ଯଜ୍ଞବେଦୀର ଦକ୍ଷିଣ ଦିଗରେ ସ୍ଥାପିତ ହେଉ ଥିବାରୁ) ଯଜ୍ଞର ଅଗ୍ନିବିଶେଷ —Name of one of the sacrificial fires.