ଦକ୍ଷିଣାଚଳ
ଦେଖଣା
ଦକ୍ଷିଣାଚଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦକ୍ଷିଣ+ଅଚଳ)
[ସମ୍ପାଦନା]ମଳୟଗିରି; ନୀଳଗିରିପର୍ବତ —The Maḻaya hills of Southern India.
[ଦ୍ରଷ୍ଟବ୍ୟ —ଏହା ଦାକ୍ଷିଣାତ୍ୟର ପର୍ବତବିଶେଷ ଏଥିରେ ଅନେକ ଚନ୍ଦନବୃକ୍ଷ ଅଛି ଆମଦେଶରେ ବସନ୍ତକାଳରେ ଯେଉଁ ଦକ୍ଷିଣା ପବନ ବହେ ତାହା ଏହି ପର୍ବତରେ ଲାଗି ଆସିବାରୁ ଏହା ସୁବାସଯୁକ୍ତ ହୁଏ ବୋଲି ପ୍ରବାଦ ଅଛି ]