ଦକ୍ଷିଣାଚଳ

ଉଇକିଅଭିଧାନ‌ରୁ

ଦକ୍ଷିଣାଚଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦକ୍ଷିଣ+ଅଚଳ)[ସମ୍ପାଦନା]

ମଳୟଗିରି; ନୀଳଗିରିପର୍ବତ —The Maḻaya hills of Southern India.

[ଦ୍ରଷ୍ଟବ୍ୟ —ଏହା ଦାକ୍ଷିଣାତ୍ୟର ପର୍ବତବିଶେଷ ଏଥିରେ ଅନେକ ଚନ୍ଦନବୃକ୍ଷ ଅଛି ଆମଦେଶରେ ବସନ୍ତକାଳରେ ଯେଉଁ ଦକ୍ଷିଣା ପବନ ବହେ ତାହା ଏହି ପର୍ବତରେ ଲାଗି ଆସିବାରୁ ଏହା ସୁବାସଯୁକ୍ତ ହୁଏ ବୋଲି ପ୍ରବାଦ ଅଛି ]