ଦକ୍ଷିଣାଚାର

ଉଇକିଅଭିଧାନ‌ରୁ

ଦକ୍ଷିଣାଚାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବାମାଚାର—ବିପରୀତ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଦକ୍ଷିଣ ନାମକ ତାନ୍ତ୍ରିକ ଆଚାର ବା କ୍ରିୟାବିଶେଷ —୧. Name of certain rites enjoined in the 'Tantras'

[ଦ୍ରଷ୍ଟବ୍ୟ — ତନ୍ତ୍ରୋକ ବାମାଚାର ଅନୁଷ୍ଠାନରେ ସାଧକ ପଞ୍ଚମକାର ଦ୍ୱାର ଶକ୍ତିଙ୍କ ଉପାସନା କରେ ଦକ୍ଷିଣାଚାରରେ ପଞ୍ଚମକାରାଦି ନାହିଁ ଦକ୍ଷିଣାଚାରୀ ସାଧକ ଆପଣାକୁ ଶିବରୂପେ କଳ୍ପନାକରି ପଞ୍ଚତତ୍ତ୍ୱଦ୍ୱାରା ଶିବାଙ୍କ ପୂଜା କରନ୍ତି ଏହା ବାମାଚାର ଅପେକ୍ଷା ଶ୍ରେଷ୍ଠ ଓ ବୈଦିକ ବୋଲି ପରିଗଣିତ—ହିନ୍ଦୀ - ଶବ୍ଦସାଗର]


୨. ସଦାଚାର; ଶୁଦ୍ଧ ଓ ଉତ୍ତମ ଆଚରଣ (ହିନ୍ଦୀ - ଶବ୍ଦସାଗର) — ୨. Good conduct; approved usage.