ଦକ୍ଷିଣାପଥ

ଉଇକିଅଭିଧାନ‌ରୁ

ଦକ୍ଷିଣାପଥ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ଦକ୍ଷିଣ)=ଦକ୍ଷିଣଦିଗବର୍ତ୍ତୀ+ପଥିନ୍= ପଥ)[ସମ୍ପାଦନା]

୧. ଦକ୍ଷିଣଦେଶ —୧. The south county.
୨. ବିନ୍ଧ୍ୟ ପର୍ବତର ଦକ୍ଷିଣରେ ଥିବା ଭାରତବର୍ଷର ଅଂଶ; ଦାକ୍ଷିଣାତ୍ୟ —୨. The Deccan.