ଦକ୍ଷିଣାୟନ

ଉଇକିଅଭିଧାନ‌ରୁ

ଦକ୍ଷିଣାୟନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଉତ୍ତରାୟଣ—ବିପରୀତ)

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ଦକ୍ଷିଣା= ଦକ୍ଷିଣ ଦିଗରେ+ ଅୟନ=ସୂର୍ଯ୍ୟଙ୍କ ଗତି)[ସମ୍ପାଦନା]

୧. ଶ୍ରାବଣଠାରୁ ପୌଷ ପର୍ଯ୍ୟନ୍ତ ୬ ମାସ ସମୟ —୧. The six months during which the sun's orbit passes towards the south (from ୨୭th June to ୨୨nd December); the period between the summer solstice and winter solstice.

[ଦ୍ରଷ୍ଟବ୍ୟ — ସୂର୍ଯ୍ୟ ୨୭: ତାରିଖ ଜୁନ୍ରେ କର୍କରେଖା ଅର୍ଥାତ୍ ଉତ୍ତରୀୟ ଅୟନ ସୀମାରେ ପହଞ୍ଚନ୍ତି ତତ୍ପରେ ସୂର୍ଯ୍ୟ ସେଠାରୁ ଦକ୍ଷିଣ ଆଡ଼କୁ ଗତି କରି ୨୨: ତାରିଖ ଡିସେମ୍ୱରରେ ମକର ରେଖା ବା ଦକ୍ଷିଣ ଅୟନ ସୀମାରେ ପହଞ୍ଚନ୍ତି ଏହି ସମୟକୁ ଦକ୍ଷିଣାୟନ ବୋଲାଯାଏ ଏହି ସମୟରେ କୂଅ, ପୋଖରୀ, ମନ୍ଦିର, ଦେବତା ଆଦିଙ୍କ ପ୍ରତିଷ୍ଠା ଆଦି ନିଷିଦ୍ଧ ହିନ୍ଦୀ - ଶବ୍ଦସାଗର ]

୨. ପୃଥିବୀ ମଧ୍ୟସ୍ଥ ବିଷୁବ ରେଖାଠାରୁ ସୂର୍ଯ୍ୟଙ୍କର ଦକ୍ଷିଣକୁ ଗମନ —୨. The passing of the sun to the south of the equator, the south declension of the sun.