Jump to content

ଦକ୍ଷିଣାୟନ ସଂକ୍ରାନ୍ତି

ଉଇକିଅଭିଧାନ‌ରୁ

ଦକ୍ଷିଣାୟନ ସଂକ୍ରାନ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ସଂକ୍ରାନ୍ତିରେ ସୂର୍ଯ୍ୟ ପ୍ରଥମେ ବିଷୁବ ରେଖାର ଦକ୍ଷିଣକୁ ଗତି କରନ୍ତି; ଶ୍ରାବଣ ମାସର ସଂକ୍ରାନ୍ତି — The Summer solstice.

[ଦ୍ରଷ୍ଟବ୍ୟ —ଏ ଦିନ ହିନ୍ଦୁମାନଙ୍କ ଘରେ କବାଟରେ ଚିତା ଦିଆଯାଇ ପିଠା ଆଦି ପୂଜା ହୁଏ]